RRB/RRC Group D Level 1 Posts Syllabus & Exam Pattern 2019: CBT & PET
ଏହି ପୋଷ୍ଟରେ , ରେଲେୱ RRC ଲେବେଲ 1 ପୋଷ୍ଟ 2019 ପରୀକ୍ଷା ର ବିସ୍ତୃତ ପରୀକ୍ଷା ପେଟର୍ନ କୁ ଡିସ୍କସନ କରୁଛୁ | ଯଦି ଆପଣ ରେଲୱେ ର RRC ଲେବେଲ 1 ପୋଷ୍ଟ ପାଇଁ ଆବେଦନ କରିଛନ୍ତି ତାହେଲେ ଏହି ଆର୍ଟିକିଲ ବହୁତ ସାହାଯ୍ୟ କରିବ | RRC ଲେବେଲ 10 ପୋଷ୍ଟ ରେ ପରୀକ୍ଷା ହେଇପାରେ ଅପଣଂକର ଆସନ୍ତା ବର୍ଷ ଫେବୃଆରୀ ରୁ ମାର୍ଚ୍ଚ ମଧ୍ୟରେ ହେଇପାରେ |
ରେଲେୱ ଗୃପ D ପରୀକ୍ଷା ପେଟେର୍ନ
1. କମ୍ପୁଟର ଆଧାରିତ ଟେଷ୍ଟ ( ସିବିଟି )
2. ଶାରୀରିକ ଦକ୍ଷତା ପରୀକ୍ଷା ( ପୀଇଟି)
3. ସାର୍ଟିଫିକେଟ ଭେରିଫିକେସନ
RRC ଲେବେଲ 1 ପୋଷ୍ଟ କମ୍ପୁଟର ବେଶ ଟେଷ୍ଟ ( ସିବିଟି) ପରୀକ୍ଷା ପେଟେର୍ନ 2019 | ||
ବିଷୟ | ପ୍ରଶ୍ନ ସଂଖ୍ୟା ଅବଜେକ୍ଟିଭ ମଲ୍ଟି ପୁଲ ଚଏସ ପ୍ରଶ୍ନ (ପ୍ରତ୍ୟକ ପ୍ରଶ୍ନ ଗୋଟେ ମାର୍କ ) |
ସମୟ ସୀମା |
ଜେନେରାଲ ସାଇନ୍ସ | 25 | 1 ଘଣ୍ଟା 30 ମିନିଟ ( PWD କେଣ୍ଡିଡେଟ ପାଇଁ 2 ଘଣ୍ଟା) |
ଗଣିତ ( MATH) | 25 | |
ଜେନେରାଲ ଇଣ୍ଟଲିଜେନ୍ସ ଓ ରିଜୋନିଙ୍ଗ |
30 | |
ଜେନେରାଲ ଆୱାରନେସ ଓ କରେଣ୍ଟ ଏଫେୟାର୍ସ |
20 | |
ଟୋଟାଲ | 100 ଟି ପ୍ରଶ୍ନ 100 ମାର୍କ |
ଧ୍ୟାନ ରଖନ୍ତୁ :
(1) ସବୁ ପ୍ରଶ୍ନ ବସ୍ତୁନିଷ୍ଠ ପ୍ରଶ୍ନ ( MCQ) ପ୍ରକାର ର ରହିବ
(2) ପ୍ରତ୍ୟକ ପ୍ରଶ୍ନ ଏକ – ଏକ ଅଙ୍କ ରହିବ
(3) ପ୍ରତ୍ୟକ ପ୍ରଶ୍ନ ଆପଣଙ୍କର ଦିଆଯାଇଥିବା ସିଲାବସ ଅନୁଯାଇ ଆସିବ |
(4) ଏଇ ପରୀକ୍ଷାରେ ମାଇନସ ମାର୍କ ଅଛି, ପ୍ରତ୍ୟକ ଭୁଲ ଉତ୍ତର ପାଇଁ 1/3 ମାର୍କ କଟିବ
( 5) ପରୀକ୍ଷା କମ୍ପୁଟର ବେସଡ ଟେଷ୍ଟ ହେବ
ବିଭିନ୍ନ ଶ୍ରେଣୀ ର କ୍ୱାଲିଫାୟ ପାଇଁ ନିଉନ୍ମତମ ପ୍ରତିଶତ ଅଙ୍କ : UR-40%, EWS40%, OBC -30%, SC-30%, ST-25%।
ଗଣିତ ( MATHEMATICS) ର ପ୍ରଶ୍ନ ପେଟର୍ନ
MATHEMATICS FULL SYLLABUS | |
ବିଷୟ | ମାର୍କ |
ସରଳୀକରଣ ( Simplification) | 7-10 ପ୍ରଶ୍ନ |
ଡାଟା ଇଂଟରପିଟେସନ ( Data Interpretation) | 4-5 ପ୍ରଶ୍ନ |
ବୀଜଗଣିତ ( Algebra) | 3-4 ପ୍ରଶ୍ନ |
ପ୍ରତିଶତ ( Percentge) | 2-3 ପ୍ରଶ୍ନ |
ସଂଖ୍ୟା ପ୍ରଣାଳୀ ( Number System) | 2-3 ପ୍ରଶ୍ନ |
ଅନୁପାତ ଓ ସମାନୁପାତ ( Ratio & Proportion) | 1-2 ପ୍ରଶ୍ନ |
ମିଶ୍ରଣ ( Mixture Problem) | 1-2 ପ୍ରଶ୍ନ |
ପରିମିତି ( Mensuration) | 2-3 ପ୍ରଶ୍ନ |
ଏଭରେଜ ( Average) | 1-2 ପ୍ରଶ୍ନ |
ସମୟ ଓ କାର୍ଯ୍ୟ ( Time & Work ) | 2-3 ପ୍ରଶ୍ନ |
ଗତି, ସମୟ ଓ ଦୂରତା ( Speed, Time and Distance) | 2-3 ପ୍ରଶ୍ନ |
ସୁଧ ( Interest) | 1-2 ପ୍ରଶ୍ନ |
ଲାଭ ଓ କ୍ଷତି ( Profit & Loss) | 2-3 ପ୍ରଶ୍ନ |
ଜ୍ୟାମିତି ( Geometry) | 1-2 ପ୍ରଶ୍ନ |
ତ୍ରିକୋଣମିତି ( Trigonometry) | 0-1 ପ୍ରଶ୍ନ |
ସମ୍ଭାବନା ( Probability) | 0-1 ପ୍ରଶ୍ନ |
(1)ସରଳୀକରଣ ( Simplification)
ମାର୍କ : 7-10 ପ୍ରଶ୍ନ
ବିଷୟ : BODMAS ରୁଲ , ଅନୁମାଣିତ ମୂଲ୍ୟ , ସ୍କୟାର ରୁଟ , ପ୍ରତିଶତ , ଫ୍ରାଂକ୍ସନ , LCM, HCF, ସ୍କୟାର କ୍ୱିବ
(2) ଡାଟା ଇଂଟରପିଟେସନ ( Data Interpretation)
ମାର୍କ : 4-5 ପ୍ରଶ୍ନ
ବିଷୟ : ଟେବୁଲର ଗ୍ରାଫ , ପାଇ ଚାର୍ଟ , ଲାଇନ ଗ୍ରାଫ , ବାର ଗ୍ରାଫ
(3) ବୀଜଗଣିତ ( Algebra)
ମାର୍କ: 3-4 ପ୍ରଶ୍ନ
ବିଷୟ: ସମୀକରଣ ପ୍ରଶ୍ନ , କ୍ୱାଡିଟ୍ରିକ ସମୀକରଣ , ବହୁପଦ , ୟୁନିଟ ଅଙ୍କ
(4) ପ୍ରତିଶତ ( Percentge)
ମାର୍କ: 2-3 ପ୍ରଶ୍ନ
ବିଷୟ: ପ୍ରତିଶତ ବାହାର କରିବା ପ୍ରଶ୍ନ ଆସିବ
(5) ସଂଖ୍ୟା ପ୍ରଣାଳୀ ( Number System)
ମାର୍କ: 2-3 ପ୍ରଶ୍ନ
ବିଷୟ : ସବୁ ପ୍ରକାର ର ସଂଖ୍ୟା ର ଯୋଗଫଲ , ଯେମିତି ଯୁଗ୍ମ ସଂଖ୍ୟ , ଅଯୁଗ୍ମ ସଂଖ୍ୟା , ଭାଜ୍ୟ ସଂଖ୍ୟା, ବିଭାଜନ ଓ ଅବଶେଷ
(6) ଅନୁପାତ ଓ ସମାନୁପାତ ( Ratio & Proportion)
ମାର୍କ: 1-2 ପ୍ରଶ୍ନ
ବିଷୟ: ସରଳ ଅନୁପାତ , କମ୍ପାଉଣ୍ଡ ଅନୁପାତ , ପ୍ରତ୍ୟକ୍ଷ ଅନୁପାତ ତଥା ଅପ୍ରତ୍ୟକ୍ଷ ଅନୁପାତ, ଚତୁର୍ଥୀ ଅନୁପାତ, ଆୟୁ ସମ୍ବଦ୍ଧିତ ପ୍ରଶ୍ନ, ମାଧ୍ୟାନୁପାତ
(7) ମିଶ୍ରଣ ( Mixture Problem)
ମାର୍କ :1-2 ପ୍ରଶ୍ନ
ବିଷୟ: ଦୁଇ ରୁ ଅଧିକ ୟୁନିଟ ର ମିଶ୍ରଣ, ମିଶ୍ରନୁପାତ ପ୍ରକାର ର ପ୍ରଶ୍ନ
(8) ପରିମିତି ( Mensuration)
ମାର୍କ : 2-3 ପ୍ରଶ୍ନ
ବିଷୟ: ବର୍ଗାଖେତ୍ର, ଆୟତ, ବୃତ୍ତ ବା ଅର୍ଦ୍ଧବୃତ୍ତ, ତ୍ରିଭୁଜ
(9) ଏଭରେଜ ( Average)
ମାର୍କ: 1-2 ପ୍ରଶ୍ନ
ବିଷୟ: ଓଜନ ର ଏଭରେଜ , ଉଚ୍ଚ ନୀଚ ର ଏଭରେଜ, ଆୟୁ , ଅଙ୍କ , ତାପମାନ ଆଦି ମାନଙ୍କର ଏଭରେଜ ବାହାର କରିବାକୁ ପ୍ରଶ୍ନ ପଡିବ
(10)ସମୟ ଓ କାର୍ଯ୍ୟ ( Time & Work )
ମାର୍କ: 1-2 ପ୍ରଶ୍ନ
ବିଷୟ : କାର୍ଯ୍ୟ କ୍ଷମତା , କାର୍ଯ୍ୟ ଓ ଶ୍ରମିକ , ମହିଳା ଓ ପୁରୁଷ କାର୍ଯ୍ୟ , ପାଇପ ଓ ଟାଙ୍କି
(11)ଗତି, ସମୟ ଓ ଦୂରତା ( Speed, Time and Distance)
ମାର୍କ: 2-3 ପ୍ରଶ୍ନ
ବିଷୟ: ଟ୍ରେନ ସମ୍ବଦ୍ଧିତ ପ୍ରଶ୍ନ , ଡଙ୍ଗା ଓ ଧାରା ସମ୍ବଦ୍ଧିତ ପ୍ରଶ୍ନ , ଗତି ର ଏଭରେଜ
(12) ସୁଧ ( Interest)
ମାର୍କ: 1-2 ପ୍ରଶ୍ନ
ବିଷୟ: ସାଧାରଣ ସୁଧ ( SI), ଚକ୍ରବୃଦ୍ଧି ସୁଧ (CI) , CI ଏବଂ SI ଉପରେ ସଂଯୁକ୍ତ ପ୍ରଶ୍ନ
(13) ଲାଭ ଓ କ୍ଷତି ( Profit & Loss)
ମାର୍କ: 2-3 ପ୍ରଶ୍ନ
ବିଷୟ: ଲାଭ କ୍ଷତି ପ୍ରଶ୍ନ , କିଣା ବିକା ପ୍ରଶ୍ନ, ପାର୍ଟନର ସିପ ସମ୍ଭାଦ୍ଧିତ ଲାଭ କ୍ଷତି ପ୍ରଶ୍ନ, ଡ଼ିସକାଉଣ୍ଟ,, କ୍ରୟମୂଲ୍ୟ , ବିକ୍ରୟମୂଳ୍ୟ ବାହାର କରିବା ପ୍ରଶ୍ନ
(14) ଜ୍ୟାମିତି ( Geometry)
ମାର୍କ : 1-2 ପ୍ରଶ୍ନ
ବିଷୟ: ତ୍ରିକୋଣ , ଜ୍ୟାମିତି ସମ୍ବଦ୍ଧିତ ସବୁ ପ୍ରଶ୍ନ
(15) ତ୍ରିକୋଣମିତି ( Trigonometry)
ମାର୍କ: 1-2 ପ୍ରଶ୍ନ
ବିଷୟ: କୋଣ ଏବଂ ମାପ , କୋଣ ମଧ୍ୟରେ ଦୂରତା
(16) ସମ୍ଭାବନା ( Probability)
ମାର୍କ: 0-1 ପ୍ରଶ୍ନ
ବିଷୟ: ଟଙ୍କା ସମ୍ବଦ୍ଧିତ ପ୍ରଶ୍ନ, ତାସ ସମ୍ବଦ୍ଧିତ ପ୍ରଶ୍ନ , ବଳ ସମ୍ବଦ୍ଧିତ ପ୍ରଶ୍ନ
ରିଜୋନିଙ୍ଗ (Reasoning) ପ୍ରଶ୍ନ ପରୀକ୍ଷା ପେଟର୍ନ
କରେଣ୍ଟ ଏଫେୟାର୍ସ ଏବଂ ଜିକେ ( Current Affairs & GK) ପ୍ରଶ୍ନ ପେଟର୍ନ
REASONING SYLLABUS FOR RRC LEVEL 1 | |
ବିଷୟ | ମାର୍କ |
ଆନଲୋଜି ( Analogy) | 2-3 ପ୍ରଶ୍ନ |
ସଂଖ୍ୟା ଶୃଙ୍ଖଳା (Number Series) | 2-3 ପ୍ରଶ୍ନ |
କୋଡ଼ିଙ୍ଗ ଓ ଡିକୋଡ଼ିଙ୍ଗ ( Coding & Decoding) | 1-2 ପ୍ରଶ୍ନ |
ପଜଲ (Puzzles) | 1-2 ପ୍ରଶ୍ନ |
ଦିଗ ଓ ଦୂରତା ( Direction & Distance) | 1-2 ପ୍ରଶ୍ନ |
ରକ୍ତ ସମ୍ବଦ୍ଧ (Blood Relation) | 1-2 ପ୍ରଶ୍ନ |
ଵର୍ଣ୍ଣମାଲା ଓ ଶବ୍ଦ ପରୀକ୍ଷଣ ( Alphabet & Word Test) | 1-2 ପ୍ରଶ୍ନ |
ଭେନ ଡାଇଗ୍ରାମ ( Venn Diagram) | 0-1 ପ୍ରଶ୍ନ |
ବର୍ଗୀକରଣ ( Classification) | 1-2 ପ୍ରଶ୍ନ |
ଘଣ୍ଟା ଓ ସମୟ ( Time & Clock) | 0-1 ପ୍ରଶ୍ନ |
କେଲେଣ୍ଡର ( Calender) | 0-1 ପ୍ରଶ୍ନ |
ମିରର ଇମେଜ ( Mirror Image) | 1-2 ପ୍ରଶ୍ନ |
ୱାଟର ଇମେଜ ( Water Image) | 1-2 ପ୍ରଶ୍ନ |
ଶିଲୋଗିଜିମ ( Syllogism) | 2-3 ପ୍ରଶ୍ନ |
ଷ୍ଟେଟମେଣ୍ଟ & କୋନକ୍ଳଜନ ( Statement & Conclusion) | 3-5 ପ୍ରଶ୍ନ |
ପାରା ଜମ୍ବଲ ( Jumbling) | 2-3 ପ୍ରଶ୍ନ |
ଡିସିଜନ ମେକିଙ୍ଗ ( Decision Making) | 0-1 ପ୍ରଶ୍ନ |
ଅର୍ଡର & ରେଂକିଙ୍ଗ ( Order & Ranking) | 1-2 ପ୍ରଶ୍ନ |
ସଦୃଶ୍ୟ ଚିତ୍ର ( Same Types Image ) | 1-2 ପ୍ରଶ୍ନ |
ଟୋଟାଲ | 30 ମାର୍କ୍ସ |
Current Affairs Syllabus
କରେଣ୍ଟ ଏଫେୟାର୍ସ ( Current Affairs) & GK SYLLABUS | |
ବିଷୟ | ମାର୍କ |
କରେଣ୍ଟ ଏଫେୟାର୍ସ ( Current Affairs) | 5-7 ପ୍ରଶ୍ନ |
ଷ୍ଟାଟିକ ଜିକେ ( Static GK)) | 3-5 ପ୍ରଶ୍ନ |
ଭୂଗୋଳ ( Geography) | 2-3 ପ୍ରଶ୍ନ |
ଇତିହାସ ( History) | 2-3 ପ୍ରଶ୍ନ |
ରାଜନୀତି ( Political) | 1-2 ପ୍ରଶ୍ନ |
ଅର୍ଥଶାସ୍ତ୍ର ( Economics) | 1-2 ପ୍ରଶ୍ନ |
ବିବିଧ ପ୍ରଶ୍ନ ( Miscellaneous Topics) | 3-5 ପ୍ରଶ୍ନ |
ଟୋଟାଲ | 20 ମାର୍କ୍ସ |
ଜେନେରାଲ ସାଇନ୍ସ ( General Science ) ପ୍ରଶ୍ନ ପେଟର୍ନ
GENERAL SCIENCE SYLLABUS FOR RRC/RRB 2019 |
|
ବିଷୟ | ମାର୍କ |
ଭୌତିକ ବିଜ୍ଞାନ (Physics) | 7-8 ପ୍ରଶ୍ନ |
ରସାୟନ ବିଜ୍ଞାନ ( Chemistry ) | 7-8 ପ୍ରଶ୍ନ |
ଜୀବ ବିଜ୍ଞାନ ( Biology) | 8-12 ପ୍ରଶ୍ନ |
ଟୋଟାଲ | 20 ମାର୍କ୍ସ |