Odisha Free Job Alert
Daily Update Job Portal
OTET RESULT 2019 RELEASED ( OTET ପରୀକ୍ଷା ଫଳ ପ୍ରକାଶ ପାଇଲା) ଡାଇରେକ୍ଟ ଲିଙ୍କ
Posted on: 21, November 2019

OTET Result 2019 Declared, Get Direct OTET 2019 Result Link Here, Check at bseodisha.ac.in

ଲଟେଷ୍ଟ ଅପଡେଟ ହିସାବରେ , BSE ଓଡିଶା OTET 2019 ରିଜଲଟ ଆଜି ସନ୍ଧ୍ୟାରେ ଜାରି କରିଛି | ଯେଉଁ ମାନେ ପରୀକ୍ଷା ଦେଇଥିଥିଲେ ସେମାନେ ଓଡିଶା ବୋର୍ଡ ର ଅଫିସିଆଲ ୱେବସାଇଟ ରେ ଚେକ କରିପାରିବେ | ନହେଲେ ଆମେ ତଳେ ଏକ ଲିଙ୍କ ଦେଇଛୁ ସେଇଥିରୁ ମଧ୍ୟ ଯାଇ ଆପଣ ମାନେ ଚେକ କରି ପାରିବେ |




OTET ପରୀକ୍ଷା ପାସ କରିବାର କ୍ରାଇଟେରରିଆ 

OTET 2019 ପରୀକ୍ଷା ର ଅଧିକାରିକ ଅଧିସୂଚନା ଅନୁସାରେ ଶ୍ରେଣୀ ଆପଣାଙ୍କୁ 60%ମାର୍କ ରହିବା ନିତ୍ୟନ୍ତ ଦରକାର

କେମିତି ଚେକ କରିବେ ? 

ସ୍ଟେପ 1 : BSE ଓଡିଶା ର ଅଧିକାରିକ ପରୀକ୍ଷା ୱେବ ପୋର୍ଟାଲ ତଥା bseodisha.nic.in ରେ ଯାଆନ୍ତୁ |

ସ୍ଟେପ 2 : ଶୀର୍ଷ ମେନୁ ରେ ଏକ୍ଜାମ ଟେବ ରେ କ୍ଲିକ କରନ୍ତୁ 

ସ୍ଟେପ 3 : ଡ୍ରପ ଡାଉନ ମେନୁ ରୁ OTET ଏକ୍ଜାମ କୁ ଚୟନ କରନ୍ତୁ 

ସ୍ଟେପ 4 : ଆପଣଙ୍କୁ OTET ପରୀକ୍ଷା ପାଇଁ ଡଡିକେଟଡ଼ ପୋର୍ଟାଲ ଉପରେ ରିଡାଇରେକ୍ଟ କରାଯିବ | 

ସ୍ଟେପ 5 : ସେହି ପେଜ ରୁ OTET 2019 ରିଜଲଟ ଅପସନ ରେ କ୍ଲିକ କରନ୍ତୁ |

ସ୍ଟେପ 6 : ପେଜ ରେ ଦିଆଯାଇଥିବା ଡିଟେଲସ କୁ ଭରନ୍ତୁ |

ସ୍ଟେପ 7 : ତାପରେ ଆପଣଙ୍କର OTET ରିଜଲଟ ସ୍କ୍ରିନ ଉପରେ ଆସିଯିବ 

ସ୍ଟେପ 8 : ତାକୁ ଡାଉନଲୋଡ କରନ୍ତୁ ଓ ଭବିଷ୍ୟତ ପାଇଁ ପ୍ରିଣ୍ଟ ଆଉଟ ବାହାରି କରିନିଅନ୍ତୁ |

Leave a Reply

Your email address will not be published. Required fields are marked *

ଆପଣ ମାନେ ଫ୍ରି ଜବ ଅପଡେଟ ଚାହୁଁଛନ୍ତି କି ?
Dismiss
Allow Notifications