OTET RESULT 2019 RELEASED ( OTET ପରୀକ୍ଷା ଫଳ ପ୍ରକାଶ ପାଇଲା) ଡାଇରେକ୍ଟ ଲିଙ୍କ
Posted on: 21, November 2019
OTET Result 2019 Declared, Get Direct OTET 2019 Result Link Here, Check at bseodisha.ac.in
ଲଟେଷ୍ଟ ଅପଡେଟ ହିସାବରେ , BSE ଓଡିଶା OTET 2019 ରିଜଲଟ ଆଜି ସନ୍ଧ୍ୟାରେ ଜାରି କରିଛି | ଯେଉଁ ମାନେ ପରୀକ୍ଷା ଦେଇଥିଥିଲେ ସେମାନେ ଓଡିଶା ବୋର୍ଡ ର ଅଫିସିଆଲ ୱେବସାଇଟ ରେ ଚେକ କରିପାରିବେ | ନହେଲେ ଆମେ ତଳେ ଏକ ଲିଙ୍କ ଦେଇଛୁ ସେଇଥିରୁ ମଧ୍ୟ ଯାଇ ଆପଣ ମାନେ ଚେକ କରି ପାରିବେ |
OTET ପରୀକ୍ଷା ପାସ କରିବାର କ୍ରାଇଟେରରିଆ
OTET 2019 ପରୀକ୍ଷା ର ଅଧିକାରିକ ଅଧିସୂଚନା ଅନୁସାରେ ଶ୍ରେଣୀ ଆପଣାଙ୍କୁ 60%ମାର୍କ ରହିବା ନିତ୍ୟନ୍ତ ଦରକାର
କେମିତି ଚେକ କରିବେ ?
ସ୍ଟେପ 1 : BSE ଓଡିଶା ର ଅଧିକାରିକ ପରୀକ୍ଷା ୱେବ ପୋର୍ଟାଲ ତଥା bseodisha.nic.in ରେ ଯାଆନ୍ତୁ |
ସ୍ଟେପ 2 : ଶୀର୍ଷ ମେନୁ ରେ ଏକ୍ଜାମ ଟେବ ରେ କ୍ଲିକ କରନ୍ତୁ
ସ୍ଟେପ 3 : ଡ୍ରପ ଡାଉନ ମେନୁ ରୁ OTET ଏକ୍ଜାମ କୁ ଚୟନ କରନ୍ତୁ
ସ୍ଟେପ 4 : ଆପଣଙ୍କୁ OTET ପରୀକ୍ଷା ପାଇଁ ଡଡିକେଟଡ଼ ପୋର୍ଟାଲ ଉପରେ ରିଡାଇରେକ୍ଟ କରାଯିବ |
ସ୍ଟେପ 5 : ସେହି ପେଜ ରୁ OTET 2019 ରିଜଲଟ ଅପସନ ରେ କ୍ଲିକ କରନ୍ତୁ |
ସ୍ଟେପ 6 : ପେଜ ରେ ଦିଆଯାଇଥିବା ଡିଟେଲସ କୁ ଭରନ୍ତୁ |
ସ୍ଟେପ 7 : ତାପରେ ଆପଣଙ୍କର OTET ରିଜଲଟ ସ୍କ୍ରିନ ଉପରେ ଆସିଯିବ
ସ୍ଟେପ 8 : ତାକୁ ଡାଉନଲୋଡ କରନ୍ତୁ ଓ ଭବିଷ୍ୟତ ପାଇଁ ପ୍ରିଣ୍ଟ ଆଉଟ ବାହାରି କରିନିଅନ୍ତୁ |


- GAIL Recruitment 2022: Apply Now
- LIC Recruitment 2022: Apply Now
- CSBC Prohibition Constable 2022- Apply Now
- DSSSB Recruitment 2022 – Apply Now
- UPSC Recruitment 2022 – Apply Now
- BSNL Recruitment 2022- Apply Now
- Appointment at OERC Recruitment 2022
- JKPSC recruitment 2022- Apply Now
- TSPSC Recruitment 2022- Apply Now
- OPTCL Recruitment 2022 – Apply Now
- SSC MTS 2022 Answer Key- Check details here
- MPPSC Recruitment 2022- Apply Now
- OPSC Odisha Civil Service Exam 2022 New Prelims Exam Date Announced
- Delhi Police Recruitment 2022 – Apply Now
- DRDO Recruitment 2022 – Apply Now