Odisha Free Job Alert
Daily Update Job Portal
OSSC Revenue Inispector & Amin Recruitment 2019 – 288 Vacancies
Posted on: 21, November 2019
 

OSSC Revenue Inispector & Amin Recruitment 2019

 
 
ପୋଷ୍ଟ ନାମ :: ରିଭିନିୟୁ ଇନ୍ସପେକ୍ଟର  ଅମିନ ରିକରୁଟମେଣ୍ଟ
ତାରିଖ20 -11 -2019
ଶେଷ ତାରିଖ:   ଡିସେମ୍ବର 2019 ନହେଲେ ଜାନୁଆରୀ 2020
ଟୋଟାଲ ଭର୍ତ୍ତି288
 

ସଂକ୍ଷିପ୍ତ ବିବରଣୀ 

 
ଓଡିଶା କର୍ମଚାରୀ ଚୟନ ଆୟୋଗ ରାଜସ୍ବ ନିରୀକ୍ଷକ ଏବଂ ଅମିନ ( ଗୃପ ଡି ଓ ଗୃପ ସି ) ପଦ ପାଇଁ ଯୋଗ୍ୟ କେଣ୍ଡିଡେଟ ଆମନ୍ତ୍ରିତ କରିଛି | ଆବେଦନ ର ପ୍ରାରମ୍ଭିକ ତାରିଖ ତଥା ଶେଷ ତାରିଖ ଡିସେମ୍ବର 2019 ତଥା ଜାନୁଆରୀ 2020 ଅଟେ | OSSC ରାଜସ୍ବ ନିରୀକ୍ଷକ ଏବଂ ଅମିନ ଭର୍ତି 2019 ପାଇଁ ଆପଣ ଆମ ୱେବସାଇଟ ମାଧ୍ୟମରେ ଡିଟେଲସ ପଢି ପାରିବେ |
 
ଓଡିଶା ଓଏସଏସସି ପରୀକ୍ଷା 2019
 
ରିଭିନିୟୁ ଇନ୍ସପେକ୍ଟର  ଅମିନ ରିକରୁଟମେଣ୍ଟ
 
WWW.ODISHAFREEJOBALERT.COM
ଆବେଦନ ପାଇଁ ଫିସ
ଜେନେରାଲ କେଟେଗୋରୀ   : Rs.100/-
SC/ ST/ PWH : Nil-
ଆବେଦନ କରିବାର ପ୍ରକ୍ରିୟା ଅନଲାଇନ
 
ଦରମା :
ରିଭିନିୟୁ ଇନ୍ସପେକ୍ଟର- 16880/-
ଏଡମିନ ରିକରୁଟମେଣ୍ଟ – 8750/-
 
ମହତ୍ୱପୂର୍ଣ୍ଣ ତାରିଖ
ଆବେଦନ କରିବାର ଆରମ୍ଭ ତାରିଖ : ଅତିଶୀଘ୍ର ଅପଡେଟଡ଼ ହେବ
ଆବେଦନ କରିବାର ଶେଷ ତାରିଖ : ଅତିଶୀଘ୍ର ଅପଡେଟଡ଼ ହେବ
ବୟସ ସୀମା ( ନଭେମ୍ବର 2019 ଅନୁସାରେ )
ନିମ୍ନତମ: 21 ବର୍ଷ
ଅଧିକତମ: 32 ବର୍ଷ
ବୟସ ରିଲାକ୍ସେସେସନ ରୁଲ ଉପରେ କାର୍ଯ୍ୟକାରୀ ହେବ
 
ଶିକ୍ଷାଗତ ଯୋଗ୍ୟତା
ଦଶମ ଶ୍ରେଣୀ ସହିତ ଯେକୌଣସି ଷ୍ଟ୍ରିମ ରେ ଗ୍ରାଜୁଏସନ ପାସ
 
 
 
ଭେକେନସି ଡିଟେଲସ
Post Name Total
ଟୋଟାଲ ପୋଷ୍ଟ 288
ଆବେଦନ କରିବା ପୂର୍ବରୁ ନୋଟିଫିକେସନ କୁ ଠିକ ରେ ପଢି ଆବେଦନ କରନ୍ତୁ
ମହତ୍ଵପୁର୍ଣ ଲିଙ୍କ
ଅନଲାଇନ ଆବେଦନ ପାଇଁ ଏଠାରେ କ୍ଲିକ କରନ୍ତୁ
ଇନଷ୍ଟ୍ରକ୍ସନ ପାଇଁ ଏଠାରେ କ୍ଲିକ କରନ୍ତୁ
ଅଫିସିଆଲ ନୋଟିଫିକେସନ ଏଠାରେ କ୍ଲିକ କରନ୍ତୁ
ଅଫିସିଆଲ ୱେବସାଇଟ ଏଠାରେ କ୍ଲିକ କରନ୍ତୁ

Leave a Reply

Your email address will not be published. Required fields are marked *

ଆପଣ ମାନେ ଫ୍ରି ଜବ ଅପଡେଟ ଚାହୁଁଛନ୍ତି କି ?
Dismiss
Allow Notifications