Odisha Free Job Alert
Daily Update Job Portal
ODISHA FOREST GUARD JOB 2019
Posted on: 23, November 2019

 ଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ

welcome to odisha free job alert, here we discuss a odisha latest job vacancy odisha forest guard notification.


ODISHA FOREST GUARD JOB 

ବିଜ୍ଞାପନ । ସଂଖ୍ୟା ; IE-04/2019- 36 (C)/OSSSC ତାରିଖ- 22 11, 2019 ଫରେଷ୍ଟ ଗାର୍ଡ ପଦବୀ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଅନଲାଇନ୍ ଦରଖାସ୍ତ ଆହାନ । ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧୁନସ୍ଥ ବିଭିନ୍ନ ଡିଭିଜନ(Division)ରେ ଖାଲିଥିବା 806 ଟି ଫରେଷ୍ଟ ଗାର୍ଡ ପଦବୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ନିମନ୍ତେ ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ OSSSC), ଭୁବନେଶ୍ୱର ଅନଲାଇନ୍ (online) ଦରଖାସ୍ତ ଆହ୍ବାନ କରୁଛନ୍ତି । ଏହି ପଦବୀ ଗୁଡିକର ଡିଭିଜନ ସ୍ତରୀୟ ଖାଲିଥିବା ସଂସ୍ଥା ଓ ଏହାର ସଂରକ୍ଷଣ ବର୍ଗପରି ତାଲିକା, ଦରମାହାର ତଥା ପାରିଶ୍ରମିକ, ବୟସ ସୀମା, ଶିକ୍ଷାଗତ ଓ ସାଧାରଣ ଯୋଗ୍ୟତା, ଦରଖାସ୍ତ କରିବା ପ୍ରଣାଳୀ ଏବଂ ଅନ୍ୟାନ୍ୟ ସୁବଳୀର ସବିଶେଷ ତଥ୍ୟ ଏହି ଆୟୋଗଙ୍କ ୱେବସାଇଟ www.osssc.gov.in ରେ ଜପଲବ୍ଧ ହେବ । ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀ ମାନେ ଉକ୍ତ ୱେବସାଇଟ୍ କୁ logon କରି ଅନଲାଇନ୍ (online)ରେ ଦରଖାସ୍ତ କରିପାରିବେ ।
ଯଦି ଓଡିଶା ଫରେଷ୍ଟ ଗାର୍ଡ ଫୁଲ ସିଲାବସ ଓ ପରୀକ୍ଷା ପ୍ରଣାଳୀ ଜାଣିବା ପାଇଁ  ଚାହୁଁଛନ୍ତି ତାହେଲେ ତଳ ଫୋଟୋ ରେ କ୍ଲିକ କରନ୍ତୁ

ଗୁରୁତ୍ବପୂର୍ଣ୍ଣ ଚାରିଖ
ପ୍ରକ୍ରିୟା
ଆରମ୍ଭ ତାରିଖ
ଶେଷ ତାରିଖ
ଅନଲାଇନ ପଞ୍ଜିକରଣ
29.11.2019
29.12.2019
ଅନଲାଇନ୍ ପରୀକ୍ଷା ଦେୟ ପଇଠ
29.11.2019
29. 12.2019
ଟ୍ରେଜେରି ଚାଲାଣ ଦ୍ଵାରା ପରୀକ୍ଷା ଦେୟ ପଇଠ
29.11.2019
29.12.2019
ଅନଲାଇନ୍ ଆବେଦନ
29.11.2019
06.01.2020
 
ଆବେଦନ ପତ୍ର କେବଳ ଅନଲାଇନ୍ ମାଧ୍ୟମରେ ଗ୍ରହଣ କରାଯିବ।

ପ୍ରତିଦିନ ଭିଡ଼ିଓ କ୍ଲାସ ପାଇଁ ଓଡିଶା ସରକାରୀ ଏକ୍ଜାମ ୟୁଟୁବ ଚେନାଲ କୁ ଶବସକ୍ରାଇବ କରନ୍ତୁ

ଫୋଟୋ ରେ କ୍ଲିକ କରନ୍ତୁ ଶବସକ୍ରାଇବ କରିବା ପାଇଁ

 
ଯେତେବେଳେ ଅନଲାଇନ ପାଇଁ ଆବେଦନ ତାରିଖ ଆସିଯିବ ଆପଣ ଆମ ୱେବସାଇଟ ଦ୍ୱାରା ମଧ୍ୟ ଆବେଦନ କରିପାରିବେ |
 
ପ୍ରତିଦିନ ନୁଆଁ JOB ଓ ସବୁ ନୋଟିଫିକେସନ ପାଇବା ପାଇଁ ଏହି ୱେବସାଇଟ କୁ ଭିଜିଟ କରନ୍ତୁ

, , , , ,

Leave a Reply

Your email address will not be published. Required fields are marked *

ଆପଣ ମାନେ ଫ୍ରି ଜବ ଅପଡେଟ ଚାହୁଁଛନ୍ତି କି ?
Dismiss
Allow Notifications