Odisha Free Job Alert
Daily Update Job Portal
Odia Letter for Inviting Friend on the Occasion of his Birthday
Posted on: 21, November 2019

ନିଜର ଜନ୍ମଦିନ ରେ ଡାକିବା ପାଇଁ ସାଙ୍ଗକୁ ପତ୍ର 

Odia Letter for Inviting Friend on the Occasion of his Birthday

ଲେଟର ଲେଖିବା ଆଗରୁ ଧ୍ୟାନ ଦିଅନ୍ତୁ 

କଣ ଲେଖିବେ :
– ପ୍ରଥମେ ଲେଟର କୁ ଏମିତି ଲେଖନ୍ତୁ କି ଯାହା ପତ୍ର ଏକ ଭଲ ଗୁଣବତ୍ତା କୁ ଦର୍ଶାଇବ |

– ସମ୍ବଦ୍ଧିତ ବ୍ୟକ୍ତି କୁ ସିଧା ସମ୍ବୋଧିତ କରନ୍ତୁ |

– ଏହି ପ୍ରକାର ଲେଟର ରେ ଷ୍ଟାଇଲିସ ଫୋଣ୍ଟ ର ବ୍ୟବହାର କରିପାରିବେ |

– କୌଣସି ମେସିନ ରେ ଟାଇପିଂ ନକରି ହସ୍ତଲିଖିତ ପତ୍ର ଲେଖି ପଠାଇଲେ ଭଲ |

– ଆପଣ ପତ୍ର ଶେଷରେ , ଏକ ଭାବନାତ୍ମକ ସ୍ପର୍ଶ ଦେଇ ପାରିବେ |

– ଆପଣ ସାଙ୍ଗକୁ ଲେଟର ଲେଖୁଛନ୍ତି ସେଥିରେ ଆପଣଙ୍କୁ ଏତେ ସାହିତ୍ୟିକ  ଭାଷା ନଲେଖିଲେ ଚଳିବ ଆପଣଙ୍କର ଭାଷା ବ୍ୟବହାର କରନ୍ତୁ |

– ସାଙ୍ଗ କୁ ଏମିତି କିଛି କଥା ଲେଖନ୍ତୁ ନି ଯେଉଁଠି ତାକୁ ଆପଣଙ୍କର କୌଣସି କଥା ଖରାପ ଲାଗିବ |
– 

ନିଜର ଜନ୍ମଦିନ ରେ ଡାକିବା ପାଇଁ ସାଙ୍ଗକୁ ପତ୍ର 


ଖଣ୍ଡଗିରି , ଭୁବନେଶ୍ୱର 
ତାରିଖ – 20-ନଭେମ୍ବର-2019

ପ୍ରିୟ ଶୋଭିତ, 
ନମସ୍କାର 
        ମୁଁ ଜଗନ୍ନାଥ ଙ୍କ ଦୟାରୁ ବହୁତ କୁଶଳ ରେ ଅଛି ଆଶା କରୁଛି ତମେ ମଧ୍ୟ ବହୁତ କୁଶଳରେ ଥିବ | ତୁମେ ଏହା ଜାଣି ଖୁସି ହେବ ଯେ ଆଗାମୀ 30 ନଭେମ୍ବର ଦିନ ମୋର 24ତମ ଜନ୍ମଦିନ ମନାଇବାକୁ ଯାଉଛି | ଏହି ଅବସରରେ ମୋ ଘରେ ଏକ ସମାରୋହ କରାଯିବ | ମୁଁ ଚାହେଁ ତୁମେ ମଧ୍ୟ ଏହି ଅବସରରେ ଯୋଗ ଦେଲେ ମୁ ଅତ୍ୟନ୍ତ ଖୁସି ହେବ | ଏହି ସମାରୋହ ସନ୍ଧ୍ୟା 7.00 ରେ ଆରମ୍ଭ ହେବ | ତୁମେ 30 ତାରିଖ ଦିନ ସକାଳେ ଆସିଯିବ | ତୁମେ ଆସିଲେ ମୁ ବହୁତ ଖୁସି ହେବି |
      ଆସିବା ଆଗରୁ ଟିକିଏ ଫୋନ ରେ ସୂଚନା ଦେଇଦେବେ ମୁଁ ତୁମର ସନ୍ଦେଶ କୁ ପ୍ରତୀକ୍ଷା କରିବି |

                                                                    ତୁମର ପ୍ରିୟ ସାଙ୍ଗ 
                                                                         ଦିଲ୍ଲୀପ 

, , , ,

Leave a Reply

Your email address will not be published. Required fields are marked *

ଆପଣ ମାନେ ଫ୍ରି ଜବ ଅପଡେଟ ଚାହୁଁଛନ୍ତି କି ?
Dismiss
Allow Notifications