SSC GD Constable Result:ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ୍-୨, ବ୍ୟାଙ୍କ ଆସିଷ୍ଟାଣ୍ଟ ଗ୍ରେଡ୍-୨ ଏବଂ 17 ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଷ୍ଟମ୍ ମ୍ୟାନେଜର ପଦ ପାଇଁ ଓଡିଶା ବାସିନ୍ଦାଙ୍କ ଠାରୁ ଆବେଦନ କରାଯାଇଛି।
Banking Assistant
CENTRAL COOPERATIVE BANK
www.odishafreejobalert.com
ସମ୍ପୂର୍ଣ୍ଣ ବିବରଣୀ
ଟୋଟାଲ ପଦ
ପଦର ନାମ
ମହତ୍ୱପୂର୍ଣ୍ଣ ତିଥି
- ଅନଲାଇନ ଆବେଦନ କରିବାର ତାରିଖ : 20 ମାର୍ଚ୍ଚ 2020
- ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ : 15 ଏପ୍ରିଲ 2020
- ପରୀକ୍ଷା ଫିଜ ଦେୟ କିରବାର ତାରିଖ : 15 ଏପ୍ରିଲ 2020
- ପରୀକ୍ଷା ତାରିଖ : 1 ମେ ରୁ 15 ଜୁଲାଇ 2020
- ଆଡମିଟ କାର୍ଡ ଜାରି ତାରିଖ : ଏ ପର୍ଯ୍ୟନ୍ତ ଅପଡେଟ ନାହିଁ
- ଏନସାର କି ଜାରି ତାରିଖ : ଏ ପର୍ଯ୍ୟନ୍ତ ଅପଡେଟ ନାହିଁ
- ରିଜଳଟ ଜାରି ତାରିଖ : ଏ ପର୍ଯ୍ୟନ୍ତ ଅପଡେଟ ନାହିଁ
- ଫାଇନାଲ ରିଜଳଟ ତାରିଖ : ଏ ପର୍ଯ୍ୟନ୍ତ ଅପଡେଟ ନାହିଁ
- ଫର୍ମ କୁ ପ୍ରିଣ୍ଟ କରିବାର ଶେଷ ତାରିଖ : 30 ଏପ୍ରିଲ 2020
- ଡୋକୋମେନ୍ଟ ଭେରିଫିକେସନ ତାରିଖ : ଏ ପର୍ଯ୍ୟନ୍ତ ଅପଡେଟ ନାହିଁ
ଆବେଦନ ଶୁକ୍ଳ
- ଜେନେରାଲ, ଓବିସି , ପରୀକ୍ଷାର୍ଥୀ : ଟଙ୍କା Rs 1000/-
- SC, ST ପରୀକ୍ଷାର୍ଥୀ : ଟଙ୍କା Rs 600/-
- PH ପରୀକ୍ଷାର୍ଥୀ : ଟଙ୍କା Rs 0/-
ବୟସ ସୀମା
- ବୟସ ସୀମା :21 ବର୍ଷ
- ଅଧିକତମ ଆୟୁ : 37 ବର୍ଷ
- ବୟସ ଉପରେ ଅଧିକ ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ
ଆବେଦନ ଶୁକ୍ଳ ପୈଠ କରିବାର ପ୍ରକାର
- ଆବେଦନ ଶୁକ୍ଳ ଆପଣମାନେ କ୍ରେଡିଟ କାର୍ଡ, ଡେବିଟ କାର୍ଡ , ନେଟ ବେକିଙ୍ଗ ତଥା ଚାଲଣ ମାଧ୍ୟମରେ କରିପାରିବେ
ଶିକ୍ଷାଗତ ଯୋଗ୍ୟତା
- କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାନ ରୁ +3 ପାସ କରିଥିବା ଅନିବାର୍ଯ୍ୟ ଅଟେ ତାହା ସହ କମ୍ପୁଟର ଜ୍ଞାନ ମଧ୍ୟ ରହିବା ଆବଶ୍ୟକ ଅଟେ |
- ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକ ଜାଣିବା ପାଇଁ ହେଲେ ନୋଟିଫିକେସନ ପଢନ୍ତୁ |
ସିଲେକସନ ପ୍ରୋସେସ
- ପରୀକ୍ଷାର୍ଥୀ ଙ୍କ ଚୟନ ଲିଖିତ ପରୀକ୍ଷା ତଥା ପ୍ରାକ୍ଟିକାଲ ପରୀକ୍ଷା ଆଧାରରେ କରାଯିବ
ପଦର ବିବରଣ
ଆବେଦନ ପ୍ରକ୍ରିୟା
- ” ଅନଲାଇନ” ଏହି ପୋଷ୍ଟ ରେ ଶେଷରେ ଆବେଦନ କରିବା ପାଇଁ ଲିଙ୍କ ଦିଆଯାଇଛିOSSC ଜୁନିଅର ଆସିଷ୍ଟାଣ୍ଟ ସମ୍ବଦ୍ଧିତ ନୋଟିଫିକେସନ କୁ ଆବେଦନ କରିବା ପୂର୍ବରୁ ଧ୍ୟାନ ସହିତ ପଢନ୍ତୁ ଓ ତାପରେ ଆବେଦନ କରନ୍ତୁ
ମହତ୍ୱପୂର୍ଣ୍ଣ ନିର୍ଦେଶ
- OSSC ଜୁନିୟର ଆସିଷ୍ଟାଣ୍ଟ ଫର୍ମ ଭରିସାରିଲା ପରେ ରେଜିଷ୍ଟ୍ରେସନ ର ରସିଦ ତଥା ଶୁକ୍ଳ ର ରସିଦ ନିଜ ପାଖରେ ସୁରକ୍ଷିତ ରଖନ୍ତୁ
ସବୁ ପରୀକ୍ଷାର୍ଥୀ ଫର୍ମ କୁ ଆବେଦନ କରିବା ପୂର୍ବରୁ JOB ର ଫୁଲ ନୋଟିଫିକେସନ ପଢନ୍ତୁ
ମହତ୍ଵପୁର୍ଣ ଲିଙ୍କ୍ସ
download pdf