ODIA ESSAY ON POLUTION ( ପ୍ରଦୂଷଣ ବିଷୟରେ ରଚନା)
welcome to odisha free job alert , in this post we share how to write a good essay odia essay on pollution odia language which help to your all competitive odisha exam.
ପ୍ରଦୂଷଣ ଉପରେ ରଚନା
ବିଜ୍ଞାନର ଏହିଯୁଗରେ ମାନବକୁ ଯେଉଁଠି ବରଦାନ ମିଳିଛି , ସେଇଠି ତାକୁ କିଛି ଅଭିଶାପ ମଧ୍ୟମିଳିଛି | ପ୍ରଦୂଷଣ ଏମିତି ଏକ ଅଭିଶାପ ଅଟେ ଯିଏକି ବିଜ୍ଞାନଠୁ ଜନ୍ମନେଇଛି ଓ ଯାହାକୁ ମଣିଷ ପ୍ରତିଦିନ ଲାଇଫରେ ସହିବାକୁ ପଡୁଛି |ପ୍ରଦୂଷଣ ଏମିତି ଏକ ଧିମା ଜହର ଅଟେ | ଯିଏକି ଦିନ ପ୍ରତିଦିନ ଆମ୍ଭର ପର୍ଯାବରଣ ଏବଂଆମର ଜୀବନକୁ ନଷ୍ଟ କରୁଛି |

ପ୍ରଦୂଷଣ ଆଜିର ଦୁନିଆରେ ଏକ ଗମ୍ଭୀର ସମସ୍ୟା ବନିଯାଇଛି | ପ୍ରକୃତି ଏବଂ ପର୍ଯାବରଣ ପ୍ରେମୀଙ୍କ ପାଇଁ ଏହା ବହୁତ ଚିନ୍ତାର ବିଷୟ ବନିଯାଇଛି | ଏହାର ପ୍ରଭାବରେ ସମସ୍ତ ମାନବ ସମୁଦାୟ ହିଁ ନାହିଁ ସମସ୍ତ ଜୀବ ସମୁଦାୟ ଆସିଗଲେଣି | ଏହାର ଦୁଃଷପ୍ରଭାବ ଚାରିପାଖରେ ଦେଖିବାକୁ ମିଳୁଛି |
ପ୍ରଦୂଷଣବହୁତପ୍ରକାରରହୋଇଥାଏ | ଏମାନଙ୍କମଧ୍ୟରୁପ୍ରମୁଖପ୍ରଦୂଷଣହେଲା
– ବାୟୁପ୍ରଦୂଷଣ
– ଜଳପ୍ରଦୂଷଣ
– ଧ୍ୱନିପ୍ରଦୂଷଣ
ଆଦର୍ଶ ଛାତ୍ର ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ବାୟୁ ପ୍ରଦୂଷଣ :
ମହାନଗର ରେ ଏହି ପ୍ରଦୂଷଣ ଅଧିକ ପରିମାଣରେ ବେଶୀ ପ୍ରସାରିତ ହେଉଛି | ଆଜି ଏମିତି 24 ଘଣ୍ଟା କଳକାରଖାନା ର ଧୂଆଁ, ମୋଟରଯାନ ର କଳାଧୂଆଁ ଏମିତି ପ୍ରସାରିତ ହେଇଗଲାଣି ଯେ ନିଶ୍ୱାସ ନେବାମଧ୍ୟ ଜଟିଳ ହେଇଗଲାଣି | ବାୟୁ ପ୍ରଦୂଷଣର ମୁଖ୍ୟକାରଣ ଏନେକ ପ୍ରକାରର ଅଶୁଦ୍ଧ ଗ୍ୟାସ ବାୟୁମଣ୍ଡଳରେ ମିଶି ଯାଉଛି | ବାୟୁରେ ମାନବୀୟ ଗତିବିଧି କାରଣରୁ କାର୍ବନ ଡ଼ାଈଆକ୍ସାଇଡ , କାର୍ବନ ମୋନୋଆକ୍ସାଇଡ ପରି ପ୍ରଦୂଷିତ ଗ୍ୟାସ ଭାରିମାତ୍ରାରେ ପ୍ରସାରିତ ହେଉଛି | ଯାହାଫଳରେ ବହୁତସାରା ଅଚିହ୍ନ ରୋଗ ପରିବେଶରେ ପ୍ରସାରିତ ହେଉଛି | ଏହାରକୁ ପ୍ରଭାବରେ କେବଳ ମଣିଷ ଆସୁନାହିଁ ବରଂ ସାରା ଜୀବଜଗତ ଏହାର ପ୍ରଭାବରେ ଆସୁଛି |
ଜଳ ପ୍ରଦୂଷଣ :
ଆଜିର ଦିନରେ ଜଳ ପ୍ରଦୂଷଣ ମଧ୍ୟ ପରିବେଶକୁ ପ୍ରଦୂଷଣ କରିବାରେ ବିଶେଷ ଭୂମିକା ନିର୍ବାହ କରିଛି | କଳକାରଖାନାର ଦୂଷିତ ଜଳ ନଦୀ ନାଳ ମାନଙ୍କରେ ମିଶିଭୟଙ୍କର ଜଳ ପ୍ରଦୂଷଣ କରୁଛି | ବର୍ଷା ସମୟରେ କାଳଖରାଖାନାର ଦୁର୍ଗନ୍ଧିତ ଜଳ ନଦୀନାଳ ଜଳ ସହିତ ମିଶିଯାଇଥାଏ | ଯାହାଫଳରେ ତାହା ସ୍ୱଚ୍ଛପାଣିକୁ ମଧ୍ୟ ପ୍ରଦୂଷିତ କରି ଦେଇଥାଏ | ଏହାର ଫଳରେ ବହୁତ ସାରା ବୀମାରୀ ମଧ୍ୟ ସୃଷ୍ଟି ହେଉଛି |
କମ୍ପୁଟର ର ରିଭୋଲେସନ ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ଧ୍ୱନି ପ୍ରଦୂଷଣ :
ମନୁଷ୍ୟକୁ ରହିବା ପାଇଁ ଏକ ଶାନ୍ତ ବାତାବରଣ ଦରକାର | ପରନ୍ତୁ ଆଜିକାଲି କାରଖାନାର ସାଉଣ୍ଡ, ଯାତାୟାତର ସାଉଣ୍ଡ, ମୋଟରଯାନ ଯିବାଆସିବାର ଶବ୍ଦ, ଲାଉଡ଼ ସ୍ପିକରର ଧ୍ୱନି ଯାହାକି ପରିବେଶକୁ ବହୁତ ପ୍ରଦୂଷଣ କରୁଛି |
ପ୍ରଦୂଷଣର ଦୁଃସପରିଣାମ :
ଖୋଲାପବନରେ ନିଶ୍ୱାସ ନେବା ମଧ୍ୟ କଷ୍ଟ ହେଇଗଲାଣି | ଖରାପ ଜଳ ଯୋଗୁଁ ନାନାଦି ରୋଗ ଦେଖିବାକୁ ମିଳୁଛି | ଭୋପାଲର ଏକ ଘଟଣା ଏକ କଳକାରଖାନାର ଦୂଷିତ ଗ୍ୟାସ ଯୋଗୁଁ ହଜାର ଲୋକ ମରିଗଲେ, ବହୁତ ସାରାଲୋକ ପଙ୍ଗୁ ହେଇଗଲେ | ପରିବେଶର ପ୍ରଦୂଷଣ କାରଣରୁ ଠିକ ସମୟରେ ବର୍ଷା ହେଉନାହିଁ , ଠିକ ସମୟରେ ଶୀତ କିମ୍ବା ଖରା ହେଉନାହିଁ | ଏହାର ପ୍ରଭାବରେ ବହୁତସାରା ପ୍ରାକୃତିକ ବିପର୍ଯ୍ୟୟ ହେଉଛି ଯେମିତି , ବନ୍ୟା , ବାତ୍ୟା, ଭୂମିକଂପ, ବିଜୁଳିମାରିବା , ସୁନାମି ଆସିବା ଏସବୁ ପ୍ରଦୂଷଣ କାରଣରୁ ହିଁ ହେଉଛି | ଯଦି ଏହାର ଅତି ଶୀଘ୍ର ରୋକା ଜୀବନାହିଁ ତାହେଲେ ଅଳ୍ପ କିଛି ବର୍ଷ ମଧ୍ୟରେ ପୃଥୀବି ଧ୍ବଂସ ହେବାର ଚାନ୍ସ ରହିଛି |
ପ୍ରଦୂଷଣରକାରଣ :
ପ୍ରଦୂଷଣ କୁବଢାଇବାର ମୁଖ୍ୟ କାରଣ ହେଉଛି ଗଛ କାଟିବା , ଜଙ୍ଗଲ ସଫାକରିବା, ଜଙ୍ଗଲୀ ଜୀବଜନ୍ତୁକୁ ମାରିବା, ଅଧିକ କଳକାରଖାନାର ସୃଷ୍ଟିହେବା, ଅଧିକ ବୈଗାନିକ ସାଧନ ବ୍ୟବହାର କରିବା, ବେଶୀ ମୋଟର ଯାନ ବ୍ୟବହାର କରିବା, ଖୋଲା ପରିବେଶରେ ମଳତ୍ୟାଗ କରିବା, ଉଚ୍ଚ ସାଉଣ୍ଡ ପ୍ରଦାନ କରୁଥିବା ଜିନିଷକୁ ବ୍ୟବହାର କରିବା ହେଉଛି ଏହାରମୁଖ୍ୟକାରଣ |
ଶିକ୍ଷା ର ମହତ୍ୱ ଉପରେ ରଚନା ପଢିବା ପାଇଁ ଏଠି କ୍ଲିକ କରନ୍ତୁ
ପ୍ରଦୂଷଣକୁ ସୁଧାରିବାରଉପାୟ :
ବିଭିନ୍ନ ପ୍ରକାରର ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ଅଧିକ ରୁ ଅଧିକ ଗଲଗାଇବା, ରାସ୍ତାକଡରେ ଗଛ ଲଗାଇବା, ଜୀବଜନ୍ତୁକୁ ମାରିବା ବନ୍ଦକରିବା, ଦୂଷିତ ଗ୍ୟାସ ନିର୍ଗତ କରୁଥିବା ମୋଟର ଯାନ କମ ବ୍ୟବହାର କରିବା , କଳକାରଖାନା ମାନଙ୍କର ନିର୍ଗତ ହେଉଥିବା ଦୂଷିତ ଧୂଆଁକୁ କେମିତି କମ କରି ହେବ ସେ ଉପରେ ଦୃଷ୍ଟି ଦେବା ଉଚିତ |
odia essay, odia essay on pollution, odia essay pollution, odia essay pradusana, odia heading ppllution, odia rachana pradusana, pollution odia essay, pollution odia heading, pradusan odia rachanana

- ORMAS Recruitment 2021, Apply Now Here
- SRF Vacancy in ICAR IIWM Bhubaneswar Details Now.
- OPSC OAS 2021: Eligibility, Application Form, Syllabus, Admit Card, Exam Pattern and Previous year Questions
- 6432 Nursing Officer Recruitment Apply Soon
- Canara Bank Recruitment 2020: Check Syllabus, Exam Pattern, Exam Date, Salary, Vacancy Details
- Odisha SBI Apprentice Recruitment 2020: Check Syllabus, Exam Pattern, Exam Date, Salary, Vacancy Details
- SSC CHSL Examination 2020 , Check Details, Eligibility, Application Form, Apply Link
- OAVS Junior Clerk cum Accountant job vacancies apply nowhere
- Zilla Samiti Nalagarh latest job update 2020 apply Now here
- Job in Keunjhar district latest 2020 apply here
- advertisement to fill up the different vacancy under Zilla Swasthya Samiti, Balangir.
- IOCL Recruitment 2020, Check Details, Apply Direct Links Here
- Junior Executive job in Sambalpur University Check Details, Apply Now
- ICAR Field Assistant Recruitment Odisha, Check Details, Apply Now
- INEET Recruitment odisha Various Post Apply Now, Check Details, Job Details
Leave a Reply