Latest Job Odisha , Laboratory Attendant Mayurbhanj
Posted on: 8, November 2019
LATEST JOB ODISHA LABOROTORY ATTENDENT MAYURBHANJ
ମୟୂରଭଞ୍ଜ ଜିଲ୍ଲାର ଇଛୁକ ପ୍ରାର୍ଥୀ ଓପ୍ରାର୍ଥୀନୀ ମାନଙ୍କଠାରୁ ଡିନ୍ ର ପ୍ରିନସିପାଲସୁପରିନଟେଣ୍ଡାଣ୍ଟ, ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓଚିକିତ୍ସାଳୟ, ବାରିପଦାଙ୍କ କାର୍ଯ୍ୟାଳୟରେ ଖାଲିଥୁବା ୫୪ଟି ଚତୁର୍ଥ ଶ୍ରେଣୀ|ବିଭିନ୍ନ ପଦବୀରେ ଚୁକ୍ତିଭିତ୍ତକ ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଉଅଛି । ଉକ୍ତ ପଦବୀନିମନ୍ତେ ହେବାକୁଥିବା ଚୟନ ପ୍ରକ୍ରିୟାରେ ଉଭିଏଁହେଲେ ଖାଲିଥିବା ନିମ୍ନଳିତ ପଦବୀ ଗୁଡ଼ିକରେ ନିଯୁକ୍ତିକରାଯିବ ।
Sl no | Name of Post | Total no.of post | ST | ST(W) | SC | SC(W) | SEBC | SEBC(W) | UR | UR(W) |
1 | Attendent | 30 | 05 | 02 | 03 | 02 | 02 | 01 | 10 | 05 |
2 | Laboratory Attendent | 20 | 20 | 05 | 01 | 12 | 02 | |||
3 | Peon | 04 | 01 | 01 | 02 |
ଉପରୋକ୍ତପଦବୀ ଗୁଡ଼ିକର ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ବିବରଣୀ ଥୁବା Advertisement No.2163/ |PRMMCH, Dt.06.11.2019 ଏବଂapplication Form (ଆବେଦନପତ୍ର) ମୟୂରଭଞ୍ଜ ଜିଲ୍ଲା ୱେବସାଇଟ୍https://mayurbhanj.nic.in ଓଉପରୋକ୍ତ କାର୍ଯ୍ୟାଳୟର ବିଜ୍ଞାପନ ଫଳକରେ ଉପଲବ୍ଧ ଅଟେ | ଆବେଦନ ପତ୍ର ଗୁଡ଼ିକ ପଣ୍ଡିତରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓଚିକିତ୍ସାଳୟର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ। ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସର) ଯୋ—ବାରିପଦା, ଜିଲ୍ଲା– ମୟୂରଭଞ୍ଜ, ପିନ୍–୭୫୭୦୧, ଠିକଣାରେକେବଳ ରେଜେଷ୍ଟ୍ରି। ଶିଜ୍ ପୋଷ୍ଟ ଦ୍ବାରାତା.୧୬.୧୨.୨୦୧୯ରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ । ନିର୍ଦ୍ଧାରିତ ତାରିଖପରେ ପ୍ରାପ୍ତ |ଆବେଦନ ପତ୍ର ଗୁଡ଼ିକୁ ବିଚାରକୁନିଆଯିବ ନାହିଁ । ଜାକ ଜନିତବିଳମ୍ବ ପାଇଁ ଜର୍ଭପକ୍ଷ ଦାୟୀରହିବେ ନାହିଁ ।
See notification : Click Here
Official Website : Click Here
See notification : Click Here
Official Website : Click Here
latest job odisha, odisha latest job, odisha latest job odsha

- ORMAS Recruitment 2021, Apply Now Here
- SRF Vacancy in ICAR IIWM Bhubaneswar Details Now.
- OPSC OAS 2021: Eligibility, Application Form, Syllabus, Admit Card, Exam Pattern and Previous year Questions
- 6432 Nursing Officer Recruitment Apply Soon
- Canara Bank Recruitment 2020: Check Syllabus, Exam Pattern, Exam Date, Salary, Vacancy Details
- Odisha SBI Apprentice Recruitment 2020: Check Syllabus, Exam Pattern, Exam Date, Salary, Vacancy Details
- SSC CHSL Examination 2020 , Check Details, Eligibility, Application Form, Apply Link
- OAVS Junior Clerk cum Accountant job vacancies apply nowhere
- Zilla Samiti Nalagarh latest job update 2020 apply Now here
- Job in Keunjhar district latest 2020 apply here
- advertisement to fill up the different vacancy under Zilla Swasthya Samiti, Balangir.
- IOCL Recruitment 2020, Check Details, Apply Direct Links Here
- Junior Executive job in Sambalpur University Check Details, Apply Now
- ICAR Field Assistant Recruitment Odisha, Check Details, Apply Now
- INEET Recruitment odisha Various Post Apply Now, Check Details, Job Details
Leave a Reply