LATEST JOB ODISHA LABOROTORY ATTENDENT MAYURBHANJ
ମୟୂରଭଞ୍ଜ ଜିଲ୍ଲାର ଇଛୁକ ପ୍ରାର୍ଥୀ ଓପ୍ରାର୍ଥୀନୀ ମାନଙ୍କଠାରୁ ଡିନ୍ ର ପ୍ରିନସିପାଲସୁପରିନଟେଣ୍ଡାଣ୍ଟ, ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓଚିକିତ୍ସାଳୟ, ବାରିପଦାଙ୍କ କାର୍ଯ୍ୟାଳୟରେ ଖାଲିଥୁବା ୫୪ଟି ଚତୁର୍ଥ ଶ୍ରେଣୀ|ବିଭିନ୍ନ ପଦବୀରେ ଚୁକ୍ତିଭିତ୍ତକ ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଉଅଛି । ଉକ୍ତ ପଦବୀନିମନ୍ତେ ହେବାକୁଥିବା ଚୟନ ପ୍ରକ୍ରିୟାରେ ଉଭିଏଁହେଲେ ଖାଲିଥିବା ନିମ୍ନଳିତ ପଦବୀ ଗୁଡ଼ିକରେ ନିଯୁକ୍ତିକରାଯିବ ।
Sl no |
Name of Post |
Total no.of post |
ST |
ST(W) |
SC |
SC(W) |
SEBC |
SEBC(W) |
UR |
UR(W) |
1 |
Attendent |
30 |
05 |
02 |
03 |
02 |
02 |
01 |
10 |
05 |
2 |
Laboratory Attendent |
20 |
20 |
05 |
|
01 |
|
|
12 |
02 |
3 |
Peon |
04 |
01 |
|
01 |
|
|
|
02 |
|
ଉପରୋକ୍ତପଦବୀ ଗୁଡ଼ିକର ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ବିବରଣୀ ଥୁବା Advertisement No.2163/ |PRMMCH, Dt.06.11.2019
ଏବଂapplication Form (
ଆବେଦନପତ୍ର)
ମୟୂରଭଞ୍ଜ ଜିଲ୍ଲା ୱେବସାଇଟ୍https://mayurbhanj.nic.in
ଓଉପରୋକ୍ତ କାର୍ଯ୍ୟାଳୟର ବିଜ୍ଞାପନ ଫଳକରେ ଉପଲବ୍ଧ ଅଟେ |
ଆବେଦନ ପତ୍ର ଗୁଡ଼ିକ ପଣ୍ଡିତରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓଚିକିତ୍ସାଳୟର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ। ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସର)
ଯୋ—
ବାରିପଦା,
ଜିଲ୍ଲା–
ମୟୂରଭଞ୍ଜ,
ପିନ୍–
୭୫୭୦୧,
ଠିକଣାରେକେବଳ ରେଜେଷ୍ଟ୍ରି। ଶିଜ୍ ପୋଷ୍ଟ ଦ୍ବାରାତା.
୧୬.
୧୨.
୨୦୧୯ରିଖ ସୁଦ୍ଧା ପହଞ୍ଚିବା ଆବଶ୍ୟକ । ନିର୍ଦ୍ଧାରିତ ତାରିଖପରେ ପ୍ରାପ୍ତ |
ଆବେଦନ ପତ୍ର ଗୁଡ଼ିକୁ ବିଚାରକୁନିଆଯିବ ନାହିଁ । ଜାକ ଜନିତବିଳମ୍ବ ପାଇଁ ଜର୍ଭପକ୍ଷ ଦାୟୀରହିବେ ନାହିଁ ।
See notification : Click Here
Official Website : Click Here