how to Qualify Railway Exam without coaching odia
Posted on: 22, November 2019
Table of Contents
how to Qualify Railway Exam without coaching
ବିନାକୋଚିଂଙ୍ଗ ରେ ମଧ୍ୟ ଦୁଇମାସରେ କେମିତି ରେଲୱେ ପରୀକ୍ଷା ପାସ କରିବେ, ଫୋଲୋକରନ୍ତୁ ଏହି ଟିପ୍ସ
ଯଦିଆପଣ ଏହି ପରୀକ୍ଷା ପାଇଁଆବେଦନ କରିଛନ୍ତି ତାହେଲେ ବିନା କୋଚିଂ ରେମଧ୍ୟ ଆପଣ କମ ସମୟମଧ୍ୟରେ ଏହି ଏକ୍ଜାମ କୁପାସ କରିପାରିବେ |
ରେଲୱେଏଥିପାଇଁ ହାରାହାରି 1 ଲକ୍ଷ ପଦବୀ ପାଇଁଭର୍ତି ବାହାର କରିଥିଲା ଆଉ ଏଥିରେ ପାଖାପାଖିଅଢେଇ କୋରଡ଼ ରୁ ଅଧିକ ପିଲାଆବେଦନ କରିଛନ୍ତି | ଯଦି ଆପଣ ଏହିପରୀକ୍ଷାରେ ସିଲେକସନ ନେବାକୁ ଚାହୁଁଛନ୍ତି ତାହେଲେ ଆପଣ ଙ୍କୁ ବହୁତପରିଶ୍ରମ କରିବାକୁ ପଡିବ | ଆପଣ ନିଜେ ଯଦିପରିଶ୍ରମ କରୁଛନ୍ତି ବିନା କୋଚିଂ ରେମଧ୍ୟ ଆପଣ ରେଲୱେ ପରୀକ୍ଷାକୁପାସ କରି ପାରିବେ | ଆପଣଙ୍କୁଏହି ସବୁ ଉପରେ ଧ୍ୟାନଦେବାକୁ ପଡିବ
ପରୀକ୍ଷାରପେଟର୍ନ କୁ ବୁଝନ୍ତୁ :
ରେଲେୱପରୀକ୍ଷା ପାଇଁ ତିଆରି କରିବାପୂର୍ବରୁ ଠିକ ସେ ଜାଣିନିଅନ୍ତୁ ପରୀକ୍ଷାର ସିଲାବସ କଣ , କେମିତି ସିଲେକସନହେଉଛି, କେଉଁ ପ୍ରକାର ରପ୍ରଶ୍ନ ପରୀକ୍ଷାରେ ପଚରାଯାଉଛି | ପ୍ରଥମେ ଆପଣ ପୁରା ପରୀକ୍ଷାପେଟର୍ନ କୁ ଠିକ ଭାବରେଯାଣିନିଅନ୍ତୁ ଯାହା ଫଳରେ ଆପଣଙ୍କପରୀକ୍ଷା ପ୍ରତି ଏକ ମାଇଣ୍ଡ ସେଟରହିଯିବ |
ପରୀକ୍ଷାପାଇଁ ଭଲ ରଣନୀତି ଆପଣାନ୍ତୁ:
ପେଟେନ ଜାଣିବା ପରେ ଏହା ପାଇଁଏକ ରଣନୀତି ବନାନ୍ତୁ | ଯେଉଁଥିରେ ଏହା ନିଶ୍ଚିତ କରନ୍ତୁକି ଆପଣ କେଉଁ ଟୋପିକରେ ମଜଭୁତ ଅଛନ୍ତି ଆଉ କେଉଁ ଟୋପିକରେ ଅପଣଙ୍କ ପ୍ରୋବ୍ଲେମ ହେଉଛି | ସେଇ ଆଧାର କୁନେଇକି ଅଲଗା ଅଲଗା ବିଷୟକୁ ନିଜ ଟାଇମ ହିସାବରେପଢନ୍ତୁ |
ରେଲୱେପରୀକ୍ଷା ପାଇଁ ବହି ପାଇଁସାହାରା ନିଅନ୍ତୁ :
ଏମିତି ତ ଆପଣ ୟୁଟୁବ ମାଧ୍ୟମରେ କ୍ଲାସ ନେଉନଥିବେ କିନ୍ତୁ ସବୁବେଳେ ୟୁଟୁବ ରୁ ପଢିକି ଆପଣପରୀକ୍ଷା କୁ ପାସ କରିପାରିବେନାହିଁ | ୟୁଟୁବ ରେ କେବଳ ଗାଇଡ଼କରାଯାଏ ଆପଣଙ୍କୁ | ୟୁଟୁବ ରେ ସବୁବେଳେ ସର୍ଟରେ ପଢ଼ାଯାଇଥାଏ | ସେ ଭିତରୁ ପ୍ରଶ୍ନଆସି ଥାଏ ଆସି ନଥାଏମଧ୍ୟ ଯଦି ଆପଣ ପରୀକ୍ଷାକୁପାସ କରିବାକୁ ଚାହୁଁଛନ୍ତି ଆପଣାକୁ ଥିଓରୀ ବହି ପଢିବା ନିତ୍ୟାନ୍ତଦରକାର | ସେମିତି ମଧ୍ୟ ଆପଣ ଯେକୌଣସିଅଥର ର ବହି ପଢିପାରିବେ|
କିନ୍ତୁ ଆମେ ଆପଣଙ୍କ ପାଇଁଏକ ବେଷ୍ଟ ଗାଇଡ଼ ସଜେଷ୍ଟ ଯେଉଁଟାକି ଆପଣଙ୍କର ପରୀକ୍ଷା ପାଇଁ ରାମବାଣ ଭଳିକାମ କରିବ | ବହିଟିର ଦାମ ମାତ୍ର 100 ଟଙ୍କାଅଛି ଯେଉଁ ବହିକୁ ଡିଜିଟାଲଓଡିଶା ୟୁଟୁବ ଚେନାଲ ତିଆରି କରିଛନ୍ତି | ଯେଉଁଥିରେ ଆପଣ କରେଣ୍ଟ ଏଫେୟାର୍ସ, ଜିକେ , ବିଜ୍ଞାନ , ଜେନେରାଲ ଷ୍ଟଡ଼ିଜ , ମେଁଥ , ରିଜୋନିଙ୍ଗ ସବୁ କିଛି ନୋଟସପାଇପାରିବେ | ଯେଉଁଥିରେ ଆପଣଙ୍କୁ ଡିଟେଲସ ଥିଓରୀ ନୋଟସ ସହିତ ପୂର୍ବପରୀକ୍ଷାରେ ଆସିଥିବା MCQ ପ୍ରଶ୍ନ ମଧ୍ୟ ଦିଆଯାଇଛି | ବହିଆପଣଙ୍କର 5000 ପେଜ ରହିବ ଆଉE- BOOK ରହିବ | ପଇସା କିଛି ବଡ଼କଥା ନୁହଁ | ଆଜିକାଲି 100 ଟଙ୍କା ଆପଣ ଇଜିଲି ଖର୍ଚକରିପାରିବେ | ଆଉ ଯଦି ଆପଣବହି ପଢ଼ୁନାହାନ୍ତି ତାହେଲେ ଆପଣଙ୍କୁ ସିଲେକସନ ନେବା କଷ୍ଟକର ହେଇପଡିବ|
ଟାଇମମେନେଜମେଣ୍ଟ :
ଟାଇମ ମେନେଜମେଣ୍ଟ ସବୁବିଷୟ ରେ ସାମିଲ କରନ୍ତୁ| ଏଥିରେ ଆପଣ ସମୟ ଅନୁସାରେବିଷୟ ର ତିଆରି କରନ୍ତୁ| ଗୋଟିଏ ଟାଇମ ଟେବୁଲ ତିଆରିକରନ୍ତୁ | ସବୁ ବିଷୟ ପାଇଁଅଲଗା ଅଲଗା ଟାଇମ ଦିଅନ୍ତୁ| ଯେଉଁ ବିଷୟରେ ଦୁର୍ବଳ ଅଛନ୍ତି ସେହି ଟୋପିକ କୁବେଶୀ ପଢନ୍ତୁ | ଖାଲି ପଢିଲେ ହେବନାହିଁ ମଝିରେ ମଝିରେ ନିଜର ଟେଷ୍ଟ ନିଅନ୍ତୁ| କାହିଁକି ନା ଆପଣଙ୍କୁ ପୁଣିପରୀକ୍ଷାରେ ଟାଇମ ମେନେଜମେଣ୍ଟ କରିବାରଅଛି |
ଷ୍ଟଡିମେଟରିଏଲ :
କୌଣସି ପରୀକ୍ଷା ତିଆରି କରିବା –ପାଇଁ ହେଲେ ତାସମ୍ବଦ୍ଧିତ ବିଷୟର ଷ୍ଟଡି ମେତେରିଆଲ ନିଶ୍ଚିତ ଦରକାର | ଯଦି ପରୀକ୍ଷା ସମ୍ବଦ୍ଧିତବିଷୟର ନୋଟ୍ସ ଆପଣଙ୍କ ପକ୍ଷରେ ନଥିଲେ ଆପଣ କେବେ ମଧ୍ୟସଫଳତା ପ୍ରାପ୍ତ କରି ପାରିବେ ନାହିଁ| ଏଥିପାଇଁ ଆପଣଙ୍କ ପାଖରେ ପରୀକ୍ଷା ସମ୍ବଦ୍ଧିତ ସବୁ ବିଷୟର ନୋଟସଏବଂ ବହି ରଖନ୍ତୁ ନହେଲେଆପଣ କମ୍ପିଟିଟିଭ ପରୀକ୍ଷା ଲଗେଇ ପାରିବେ ନାହିଁ|
ପ୍ରତ୍ୟକ ଦିନ ପଢିବାକୁ ଚେଷ୍ଟାକରନ୍ତୁ | ୟୁଟୁବ ରେ କ୍ଲାସ ନିଅନ୍ତୁ| ଅପଣ ମାନେ ଆମ ଚେନେଲମାଧ୍ୟମରେ ଫ୍ରି ରେ ସମସ୍ତକ୍ଲାସ ନେଇପାରିବେ | ସେଥିପାଇଁ ଚେନେଲ କୁ ଶବସକ୍ରାଇବ କରିନିଅନ୍ତୁ|
ବେଷ୍ଟ ଅପ ଲକ


- GAIL Recruitment 2022: Apply Now
- LIC Recruitment 2022: Apply Now
- CSBC Prohibition Constable 2022- Apply Now
- DSSSB Recruitment 2022 – Apply Now
- UPSC Recruitment 2022 – Apply Now
- BSNL Recruitment 2022- Apply Now
- Appointment at OERC Recruitment 2022
- JKPSC recruitment 2022- Apply Now
- TSPSC Recruitment 2022- Apply Now
- OPTCL Recruitment 2022 – Apply Now
- SSC MTS 2022 Answer Key- Check details here
- MPPSC Recruitment 2022- Apply Now
- OPSC Odisha Civil Service Exam 2022 New Prelims Exam Date Announced
- Delhi Police Recruitment 2022 – Apply Now
- DRDO Recruitment 2022 – Apply Now